Medical Dialogues
ଭୁବନେଶ୍ବର: ପଶ୍ଚିମବଙ୍ଗ ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାରେ ସବୁଠି ଶୁଭୁଛି ପ୍ରତିବାଦର ସ୍ବର। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ପଢୁଥିବା ଛାତ୍ରଛାତ୍ରୀ ବି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ପାଇଁ ସେମାନେ ଦାବି କରିଛନ୍ତି। ରୋଗୀ ସେବାରେ ନିୟୋଜିତ ଥିବା ଡାକ୍ତର ଅନେକ ସମୟରେ ଆକ୍ରମଣର ଶିକାର ହେଉଥିବା କହିଛନ୍ତି ଡାକ୍ତର। ଏହି ପ୍ରସଙ୍ଗରେ ଏକ ପଥପ୍ରାନ୍ତ ନାଟକ କରି ସୁରକ୍ଷା ପାଇଁ ନିବେଦନ କରିଛନ୍ତି।
Follow Us