ୱାର୍ଡ ୩୭ରେ ଅନନ୍ତଙ୍କ ପ୍ରଚାର

Advertisment
ୱାର୍ଡ ୩୭ରେ ଅନନ୍ତଙ୍କ ପ୍ରଚାର

ଭୁବନେଶ୍ବର : ବିଜେଡିର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଆଜି ନୂଆପଲ୍ଲୀ ଅଞ୍ଚଳର ୱାର୍ଡ-୩୭ରେ ପ୍ରଚାର କରିଛନ୍ତି। ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ସ୍ଥାନୀୟ ବିଜେଡି ନେତା ଯୋଗେନ୍ଦ୍ର ମହାକୁଡ଼, ଖଗେନ୍ଦ୍ର ବେହେରା, ବିଷ୍ଣୁ ବେହେରା, ମିଥୁନ ବେହେରାଙ୍କ ସମେତ ବହୁ ମହିଳା କର୍ମୀ ଏହି ପ୍ରଚାରରେ ସାମିଲ୍‌ ହୋଇଥିଲେ। ଅନନ୍ତ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଭେଟିବା ସହ ସେମାନଙ୍କ ସହଯୋଗ ଲୋଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe