ପୁରୁଣା ଭୁବନେଶ୍ୱର : ଆସନ୍ତା ୧ ତାରିଖରେ ଅନନ୍ତ ବାସୁଦେବ ମନ୍ଦିରରେ ଅବଢ଼ା ମିଳିବ ନାହିଁ। ରୋଷଘର ସଫେଇ ଓ ମରାମତି ପାଇଁ ଏହି ଗୋଟିଏ ଦିନ ପାଇଁ ବାସୁଦେବଙ୍କ ଅବଢ଼ା ବନ୍ଦ ରହିବ ବୋଲି ବ୍ରାହ୍ମଣ ନିଯୋଗର ସଂପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us