ଭୁବନେଶ୍ୱରରେ ବନ୍ଧୁକ ଚୋରାବେପାର, ଖଣ୍ଡଗିରି ଅଞ୍ଚଳରୁ ୨ ବେପାରୀଙ୍କୁ ଗିରଫ କଲା କମିଶନରେଟ୍‌ ପୁଲିସ

Advertisment
ଭୁବନେଶ୍ୱରରେ ବନ୍ଧୁକ ଚୋରାବେପାର, ଖଣ୍ଡଗିରି ଅଞ୍ଚଳରୁ ୨ ବେପାରୀଙ୍କୁ ଗିରଫ କଲା କମିଶନରେଟ୍‌ ପୁଲିସ

image credit : TOI

ଭୁବନେଶ୍ୱର : ଆଜି ସହରର ଖଣ୍ଡଗିରି ଅଞ୍ଚଳରୁ ବନ୍ଧୁକ ଚୋରାବେପାର କରୁଥିବା ୨ ବେପାରୀଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ କରାଯାଇଛି ।

ବିଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବନ୍ଧୁକ ଚୋରାବେପାର ବଢିଚାଲିଛି । ଏହାକୁ ନେଇ ଆଗକୁ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe