ଆଶୀର୍ବାଦ ଫେସନ୍‌ ଓ୍ଵାର୍ଲଡ ଉଦ୍‌ଘାଟିତ

Advertisment
ଆଶୀର୍ବାଦ ଫେସନ୍‌ ଓ୍ଵାର୍ଲଡ ଉଦ୍‌ଘାଟିତ

ଭୁବନେଶ୍ୱର : ଖଣ୍ଡଗିରି ଜାଗମରାସ୍ଥିତ ମଲ୍ଲିକ୍‌ କମ୍ପ୍ଲେକ୍ସରେ ନୂଆ ସୋରୁମ୍‌ ‘ଆଶୀର୍ବାଦ ଫେସନ୍‌ ଓ୍ଵାର୍ଲଡ’ ଉଦ୍‌ଘାଟିତ ହୋଇଯାଇଛି। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କମ୍ପାନିର ପରିଚାଳନା ନିର୍ଦେଶକ ପଞ୍ଚାନନ ରାଉତ, ନିର୍ଦେଶକ ସ୍ୱରୂପ ସୁନ୍ଦର ଦାସ, ଅରୁଣ କୁମାର ମଲ୍ଲିକ, ରଘୁନାଥ ସ୍ୱାଇଁ, ତପସ୍ୱିନୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଏବଂ ପ୍ରତିଷ୍ଠିତ କମ୍ପାନିଗୁଡ଼ିକର ପୋଷାକପତ୍ର ଏଠାରେ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe