ଚିକିତ୍ସା ପାଇଁ ଆର୍ଥିକ ସହାୟତା

Advertisment
ଚିକିତ୍ସା ପାଇଁ ଆର୍ଥିକ ସହାୟତା

ଭୁବନେଶ୍ବର: ଥାଲାସିମିଆ ଓ ସିକିଲସେଲ ଭଳି ବିରଳ ରୋଗରେ ପୀଡ଼ିତ ବିକାଶ ନାଏକଙ୍କୁ ଚିକିତ୍ସା ସହାୟତା କରିବା ପାଇଁ ଅନୁରୋଧ କରିଛନ୍ତି। ଚନ୍ଦ୍ରଶେଖରପୁରର ଏମ୍‌ଆଇଜି-୧ ବିଡିଏ କଲୋଜନିରେ ରହୁଥିବା ବିକାଶ ଦୀର୍ଘ ଦିନ ଏକାଧିକ ହସ୍ପିଟାଲରେ ଚିକିତ୍ସିତ ହୋଇ ଅର୍ଥାଭାବର ଶିକାର ହୋଇଛନ୍ତି। ବିକାଶଙ୍କ ବାପା ମା’ ଝାଡ଼ୁଦାର କାମ କରୁଥିବା ବେଳେ ପୁଅର ଚିକିତ୍ସା ପାଇଁ ଅର୍ଥର ଅଭାବ ରହିଛି। ତେଣୁ କୌଣସି ସହୃଦୟ ବ୍ୟକ୍ତି ବିକାଶଙ୍କୁ ସହାୟତା କରିବାକୁ ଚାହୁଁଥିଲେ ‌a/c 25430110037898 ଜରିଆରେ ସହାୟତା କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe