ଅଟୋ ପାର୍କିଂରେ ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ

ଦୋକାନରୁ ୧୦ ହଜାର ଚୋରି, କର୍ମଚାରୀ ଗିରଫ

ଭୁବନେଶ୍ବର: ଅଟୋ ପାର୍କିଂକୁ ‌ନେଇ ଭରତପୁର ସୀତାରାମ ବସ୍ତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ହୋଇଥିବା ଯୁବକ ହେଲେ ବବି ବେହେରା। ଭରତପୁର ଥାନା ପୁଲିସ ଆକ୍ରମଣକାରୀ ବଙ୍କିମ ବିଶ୍ବାଳକୁ ଗିରଫ କରିଛି। ପୁଲିସ ସୂଚନାନୁସାରେ ବବି ବେହେରା ଗତକାଲି ନିଜ ଅଟୋକୁ ଘର ପାଖ ରାସ୍ତାରେ ପାର୍କିଂ କରିଥିଲେ।

ଏହାକୁ ନେଇ ଉଭୟ ବବି ଓ ବଙ୍କିମଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ବଙ୍କିମ ରାଗିଯାଇ ଏକ ପଥରରେ ବବିଙ୍କ ମୁଣ୍ଡକୁ ଛେଚି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe