ଚନ୍ଦ୍ରଶେଖରପୁର : ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା: ତଦନ୍ତରୁ ଅଭିଯୋଗର ପ୍ରମାଣ ମିଳୁନି, ବିଭ୍ରାନ୍ତି ପାଇଁ ହୋଇପାରେ କାର୍ଯ୍ୟାନୁଷ୍ଠାନ

5AMPopUp.com

ଚନ୍ଦ୍ରଶେଖରପୁର : ମଙ୍ଗଳବାର ରାତି ପ୍ରାୟ ୮ଟାରେ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ପୁଲିସ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ ଉଭୟ ନିକଟରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ପଢ଼ନ୍ତି। ଦୁହେଁ ନାମ ଲେଖାଇବା ପାଇଁ ଗତକାଲି କୋଲକାତାରୁ ଆସିଥିଲେ। ସେମା‌ନେ ଆଜି କଲେଜ କାମ ଶେଷ କରି ଶିଖରଚଣ୍ଡୀ ପାହାଡ଼ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ବସିଥିବା ବେଳେ ପୁରୁଷ ବନ୍ଧୁଜଣକ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe