ରାମମନ୍ଦିରରୁ ସୁନା ଚେନ୍‌ ଲୁଟ ଉଦ୍ୟମ, ମହିଳା ଗିରଫ

Advertisment
୨ ଥାନା ଇଲାକାରେ ଗୋଷ୍ଠୀ ସଂଘର୍ଷ, ମାରପିଟ୍ ମାମଲା:୧୪ ଅଭିଯୁକ୍ତ ଗିରଫ

Image Courtesy of India Today

ଭୁବନେଶ୍ବର: ୟୁନିଟ୍‌-୩ ରାମମନ୍ଦିରରୁ ସୁନା ଚେନ୍‌ ଲୁଟ ଉଦ୍ୟମ ବେଳେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଲଳିତା ମୁଦୁଲିଆ(୬୦)ଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ଆଜି ସକାଳେ ଜଣେ ମହିଳା ରାମମନ୍ଦିରକୁ ଯାଇଥିବା ବେଳେ ଦର୍ଶନ ଲାଗି ଧାଡ଼ିରେ ଛିଡ଼ା ହୋଇଥିଲେ। ଏହି ସମୟରେ ଲଳିତା ତାଙ୍କ ବେକରୁ ସୁନା ଚେନ ଛିଣ୍ଡାଇବା ଲାଗି ଚେଷ୍ଟା କରିବା ବେଳେ ଅନ୍ୟମାନେ ତାଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ତାଙ୍କ ନିକଟରୁ ସୁନା ଚେନ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe