ବହୁ ଚର୍ଚ୍ଚିତ ବାଦାମବାଡ଼ି କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣା: ଫେରାର ଅଭିଯୁକ୍ତ ଗିରଫ

Advertisment

ବହୁ ଚର୍ଚ୍ଚିତ ବାଦାମବାଡ଼ି କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣା  ଫେରାର ଅଭିଯୁକ୍ତ ବାଦଲ ସାହୁ ବିଶାଖାପାଟଣାରୁ ଗିରଫ। ଏକ ଚା’ ଦୋକାନରେ ପରିଚୟ ବଦଳାଇ କାମ କରୁଥିଲା। ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତର ସହଯୋଗୀ ଘଟଣା ପରଠାରୁ ଗିରଫଦାରୀ ଭୟରେ ଫେରାର ଥିଲା...

Captureaaaaa

କଟକ: ବହୁ ଚର୍ଚ୍ଚିତ ବାଦାମବାଡ଼ି କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣା  ଫେରାର ଅଭିଯୁକ୍ତ ବାଦଲ ସାହୁ ବିଶାଖାପାଟଣାରୁ ଗିରଫ। ଏକ ଚା’ ଦୋକାନରେ ପରିଚୟ ବଦଳାଇ କାମ କରୁଥିଲା।

ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତର ସହଯୋଗୀ ଘଟଣା ପରଠାରୁ ଗିରଫଦାରୀ ଭୟରେ ଫେରାର ଥିଲା। ବାଦଲ ସାହୁର ଘର ନୟଗଡ଼ା ଅଞ୍ଚଳରେ। ବାଦଲ ଗଣଦୁଷ୍କର୍ମ ଭିଡିଓକୁ ଭାଇରେଲ କରିବା ନେଇ ପୁଲିସ ପାଖେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe