ବାଲାସାହେବଙ୍କ ଆଶଙ୍କା ଥିଲା ଶିବ ସେନା କଂଗ୍ରେସରେ ପରିଣତ ହୋଇଯିବ

ବଲିଉଡ୍‌ ଉପରେ ପୁଣି ବର୍ଷିଲେ କଙ୍ଗନା

Rediff.com

ମୁମ୍ବାଇ : ମହାରାଷ୍ଟ୍ର ସରକାର ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମଧ୍ୟରେ ଏବେ ବିବାଦ ଚରମରେ ପହଞ୍ଚିଛି। ତେବେ ଏହି ପରିପ୍ରେକ୍ଷୀରେ କଙ୍ଗନା ଆଜି ବାଲାସାହେବଙ୍କ ପୁରୁଣା ସାକ୍ଷାତକାରର ଭିଡିଓକୁ ସେୟାର କରିଛନ୍ତି। ସେଥିରେ ବାଲାସାହେବ କହୁଥିବା ଦେଖିବାକୁ ମିଳିଛୁ ଯେ ସେ ଅଛନ୍ତି ବୋଲି ତାଙ୍କ ଦଳ ବଞ୍ଚିଛି। ଅନ୍ୟଥା ଏହି ଦଳ କଂଗ୍ରେସରେ ପରିଣତ ହୋଇ ସାରନ୍ତାଣି ବୋଲି ସେ କହିଥିଲେ। କଙ୍ଗନା ତାଙ୍କ ବାର୍ତ୍ତାରେ ବାଲାସାହେବ ତାଙ୍କର ଜଣେ ବଡ଼ ଆଦର୍ଶ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe