ସର୍ବକ୍ଷମା ଯୋଜନାରୁ ବିଡିଏ ପାଇଛି ୧୨୨କୋଟି

Advertisment
ଗୃହ ନିର୍ମାଣ ଯୋଜନାରେ ଛାଡ଼ ହେବ ପଞ୍ଜୀକରଣ ଦେୟ! ସରକାରଙ୍କୁ ଚିଠି ଲେଖିଲା ବିଡିଏ

ଭୁବନେଶ୍ବର : ଭୁବନେଶ୍ବର ଏବଂ ଏହା ନିକଟସ୍ଥ ଅଞ୍ଚଳରେ ବିନା ଅନୁମୋଦନରେ ନିର୍ମାଣ ହୋଇଥିବା ଘରଗୁଡ଼ିକୁ ରେଗୁଲାରାଇଜ୍ କରିବା ପାଇଁ ଆସିଥିବା ସର୍ବକ୍ଷମା ଯୋଜନାରେ ଆବେଦନରୁ ବିଡିଏ ଗତ ୫ଟି ଆର୍ଥିକ ବର୍ଷରେ ୧୨୨ କୋଟି ୧୬ ଲକ୍ଷ ୫୭ ହଜାର ଟଙ୍କା ରାଜସ୍ବ ପାଇଛି। ସେହିପରି ଏହି ଅବଧିରେ ମୋଟ୍ ୨୮୧୪ଟି ବିନା ଅନୁମୋଦନରେ ନିର୍ମିତ ଗୃହକୁ ବିଡିଏ ଉଚ୍ଛେଦ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe