ଭୁବନେଶ୍ୱର ମ୍ୟୁଜିକାଲ୍‌ ସର୍କଲ ପକ୍ଷରୁ ସଙ୍ଗୀତ ଦିବସ

ଭୁବନେଶ୍ୱର ମ୍ୟୁଜିକାଲ୍‌ ସର୍କଲ ପକ୍ଷରୁ ସଙ୍ଗୀତ ଦିବସ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁଜିକାଲ ସର୍କଲ ପକ୍ଷରୁ ବିଶ୍ୱ ସଙ୍ଗୀତ ଦିବସ ରବୀନ୍ଦ୍ର ମଣ୍ଡପଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁ କେଶବ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ଛାନ୍ଦ ପରିବେଷିତ ହୋଇଥିଲା। ଏଥିରେ କଣ୍ଠଦାନ କରିଥିଲେ ସୁରେନ୍ଦ୍ର ତ୍ରିପାଠୀ, ସୁର ସରିତା ରାଉତ, ମନୋଜ କୁମାର ମତି ଓ ଅନିମା ନାଥ। ବଟକୃଷ୍ଣ ତ୍ରିପାଠୀ ଓ ରାଧା ଗୋବିନ୍ଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱର ମ୍ୟୁଜିକ ସର୍କଲର କର୍ମକର୍ତାମାନେ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe