ରାଉରକେଲାର ବାସନ୍ତୀ କଲୋନିରେ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌

ରାଉରକେଲାର ବାସନ୍ତୀ କଲୋନିରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛିl ଏହି ଅଗ୍ନିକାଣ୍ଡରେ ବ୍ୟାଟେରି ଚାଳିତ ବାଇକ୍‌ ଓ ଅନ୍ୟ ଯାନବାହନ ଜଳି ଯାଇଛିl ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Fire damages bike.

Fire damages bike. Photograph: (Sambad )

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe