ବିଜେଇଏମ୍‌ ସ୍କୁଲରେ ଚିତ୍ରାଙ୍କନ, ହସ୍ତାକ୍ଷର, ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତା

Advertisment
ବିଜେଇଏମ୍‌ ସ୍କୁଲରେ ଚିତ୍ରାଙ୍କନ, ହସ୍ତାକ୍ଷର, ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତା

ଭୁବନେଶ୍ବର: ବିଜେଇଏମ୍‌ ସ୍କୁଲ୍‌ରେ ଅଧ୍ୟକ୍ଷା ସନ୍ଧ୍ୟା ଜେନା ଓ ତାଙ୍କର ସହଯୋଗୀମାନେ ପରୀକ୍ଷା ସୁପରିଚାଳନାରେ ସହଯୋଗ କରିଥିଲେ। ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତାରେ ହରେକୃଷ୍ଣ ପାତ୍ର, ସୁଶାନ୍ତ ସାମଲ, ପ୍ରକାଶ ଦାସ ଓ ହେମନ୍ତ ରାଉତ ବିଚାରକ ଭାବେ ଯୋଗ ଦେଇଥିଲେ।

publive-image

ସେହିପରି ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଭାବେ ସରୋଜ ମିଶ୍ର ଓ ଜୟଶ୍ରୀ ଜେନା ଯୋଗ ଦେଇଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe