ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଓଡିଶା ଗସ୍ତ

Advertisment
ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଓଡିଶା ଗସ୍ତ

New Indian Express

ଭୁବନେଶ୍ବର: ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ ବୁଧବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ବରରେ ପହଂଚିବା ପରେ ସେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ବିଜେପି ପ୍ରଭାରୀ କହିଛନ୍ତି ଯେ, କଟକ ଜିଲ୍ଲା ମାହାଙ୍ଗାରେ ଆମର ୨ ଜଣ କର୍ମକର୍ତ୍ତାଙ୍କର ହତ୍ୟା ହେଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ପାଇଁ ସେମାନେ ଆମ ପାର୍ଟି ତରଫରୁ ଲଢ଼ୁଥିଲେ। ଏଥିରୁ ଜଣାପଡୁଛି ଯେ ରାଜ୍ୟରେ ଆଇନ୍ ବ୍ୟବସ୍ଥା କେତେ ଦୋହଲିଛି। ଓଡ଼ିଶା ସରକାର ଦୁର୍ନୀତିରେ ବୁଡିକି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe