୧୮ରେ ବ୍ରହ୍ମାକୁମାରୀ ଶିବାନୀଙ୍କ ଆଧ୍ୟାତ୍ମିକ ପ୍ରବଚନ

Advertisment

ଭାଗ ନେବାକୁ ଚାହୁଁଥିବା ଇଚ୍ଛୁକ ବ୍ୟକ୍ତି କରିପାରିବେ ମାଗଣାରେ ନାମ ପଞ୍ଜିକରଣ

ଭାଗ ନେବାକୁ ଚାହୁଁଥିବା ଇଚ୍ଛୁକ ବ୍ୟକ୍ତି କରିପାରିବେ ମାଗଣାରେ ନାମ ପଞ୍ଜିକରଣ

୧୮ରେ ବ୍ରହ୍ମାକୁମାରୀ ଶିବାନୀଙ୍କ ଆଧ୍ୟାତ୍ମିକ ପ୍ରବଚନ

ଭୁବନେଶ୍ୱର: ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳର ଭୁବନେଶ୍ୱର ସବ୍‌-ଜୋନ୍‌ ତରଫରୁ ଆୟୋଜିତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଶିବାନୀ ଯୋଗ ଦେବେ। ଆଧ୍ୟାତ୍ମିକ ପ୍ରବଚିକା, ଟିଭି ପର୍ସନାଲିଟି ତଥା ଓମ୍ୟାନ ଅଫ୍‌ ଦ ଡିକେଡ’ ପୁରସ୍କାର ପ୍ରାପ୍ତ ଶିବାନୀ ଖୋର୍ଦ୍ଧା ଜିଲ୍ଲା ମେଣ୍ଢାଶାଳ ତହସିଲ ଅନ୍ତର୍ଗତ ହରିଦାମଦା ଗ୍ରାମରେ ଥିବା ଡିଭାଇନ୍‌ ରିଟ୍ରିଏଟ୍‌ ସେଣ୍ଟରରେ ଆଗାମୀ ଜାନୁଆରି ୧୮ରେ ଏହି ଆଧ୍ୟାତ୍ମିକ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଇଚ୍ଛୁକ ବ୍ୟକ୍ତିମାନେ ନିଜର ନାମ ମାଗଣାରେ ପଞ୍ଜିକରଣ କରି ପାରିବେ ବୋଲି ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe