ୟୁନିଟ-୯ ସରକାରୀ ବିଦ୍ୟାଳୟରେ ରକ୍ତଦାନ ଶିବିର ୪ରେ

Advertisment
ୟୁନିଟ-୯ ସରକାରୀ ବିଦ୍ୟାଳୟରେ ରକ୍ତଦାନ ଶିବିର ୪ରେ

ଭୁବନେଶ୍ୱର : ଚଳିତ ବର୍ଷ ୟୁନିଟ-୯ ସରକାରୀ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବା ଉଦ୍ଦେଶ୍ୟରେ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ତରଫରୁ ଆଗାମୀ ୪ ତାରିଖରେ ସମୂହ ରକ୍ତଦାନ ଶିବିର ଆୟୋଜିତ ହେବ। କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କ ମୁଖ୍ୟ ଡା. ଦେବାଶିଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ସକାଳ ୮ଟାରେ ହେବାକୁ ଥିବା ଏହି ଶିବିରରେ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରିବାକୁ ସଂଘର ସମ୍ପାଦକ ତାରା ପ୍ରସାଦ ଧଳ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe