ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ଫଳାଫଳ: ୱାର୍ଡ ନଂ. ୩୭ରୁ ୱାର୍ଡ ନଂ.୪୮

Advertisment
ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ଫଳାଫଳ: ୱାର୍ଡ ନଂ. ୩୭ରୁ ୱାର୍ଡ ନଂ.୪୮

ୱାର୍ଡ: ୩୭ ବନ୍ଦିତା ପାଲ୍‌ (ସ୍ବାଧୀନ) ଭୋଟ୍‌: ୨୦୧୬, ରଞ୍ଜିତା ବେହେରା (ବିଜେଡି) ଭୋଟ୍‌: ୧୬୫୯

ୱାର୍ଡ: ୩୮ ପଦ୍ମଜା ପ୍ରିୟଦର୍ଶିନୀ (ବିଜେଡି) ଭୋଟ୍‌: ୧୭୬୨, ପାର୍ବତୀ ଜଗଦେବ (ବିଜେପି) ଭୋଟ୍‌: ୧୪୯୯

ୱାର୍ଡ: ୩୯ ଗୀତାଞ୍ଜଳି ସାହୁ (ବିଜେପି) ଭୋଟ୍‌: ୧୯୮୩, ସୁନିତା ପାଇକରାୟ (ବିଜେଡି) ଭୋଟ୍‌: ୧୯୪୮

ୱାର୍ଡ: ୪୦ ଆସିୟା ବେଗମ୍‌ (ବିଜେଡି) ଭୋଟ୍‌: ୨୭୪୯, ତୁଳସୀ ବିଶୋୟୀ (ବିଜେପି) ଭୋଟ୍‌: ୧୩୯୬

ୱାର୍ଡ: ୪୧ କବିତା ସ୍ବାଇଁ (ବିଜେଡି) ଭୋଟ୍‌: ୨୯୩୧, ସସ୍ମିତା ସାହୁ (ସ୍ବାଧୀନ) ଭୋଟ୍‌: ୧୩୦୬

ୱାର୍ଡ: ୪୨ ଆଶିଷ ପଟ୍ଟନାୟକ (ବିଜେଡି) ଭୋଟ୍‌: ୨୩୬୮,ରଶ୍ମି ମହାପାତ୍ର (ବିଜେପି) ଭୋଟ୍‌: ୨୩୫୩

ୱାର୍ଡ: ୪୩ ଭରତ ଲେଙ୍କା (ବିଜେଡି) ଭୋଟ୍‌: ୩୧୪୬, ନିବେଦିତା ପ୍ରଧାନ (ବିଜେପି) ଭୋଟ୍‌: ୨୨୦୦

ୱାର୍ଡ: ୪୪ ଅଜିତ ବେହେରା (ବିଜେଡି) ଭୋଟ୍‌: ୧୭୩୫, ସଂଗ୍ରାମ ମାର୍ଥା (ସ୍ବାଧୀନ) ଭୋଟ୍‌: ୧୨୫୫

ୱାର୍ଡ: ୪୫ ଅମରେଶ ଜେନା (ବିଜେଡି) ଭୋଟ୍‌: ୩୪୧୮, ଜ୍ୟୋତିରେଖା ନାୟକ (ବିଜେପି) ଭୋଟ୍‌: ୭୮୭

ୱାର୍ଡ: ୪୬ ପୁଷ୍ପା ରାଉତ (ସ୍ବାଧୀନ) ଭୋଟ୍‌: ୩୧୮୧, ପୁଷ୍ପଲତା ମାର୍ଥା (ବିଜେଡି) ଭୋଟ୍‌: ୨୦୧୨

ୱାର୍ଡ: ୪୭ ସମିତା ମହାନ୍ତି (ବିଜେଡି) ଭୋଟ୍‌: ୪୦୩୨, ସ୍ମିତା ମହାନ୍ତି (ବିଜେପି) ଭୋଟ୍‌: ୧୦୬୭

ୱାର୍ଡ: ୪୮ସୁଚିତ୍ରା ପାତ୍ର (ବିଜେପି) ଭୋଟ୍‌: ୧୦୯୩, ତନୁଜା ବିଶ୍ବାଳ (ବିଜେଡି) ଭୋଟ୍‌: ୧୦୦୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe