ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ଫଳାଫଳ: ୱାର୍ଡ ନଂ.୨୫ ରୁ ୱାର୍ଡ ନଂ.୩୬

Advertisment
ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ଫଳାଫଳ: ୱାର୍ଡ ନଂ.୨୫ ରୁ ୱାର୍ଡ ନଂ.୩୬

ୱାର୍ଡ: ୨୫ ମାନସୀରାଣୀ ସୁନ୍ଦରାୟ (ବିଜେଡି) ଭୋଟ୍‌: ୨୨୪୩, ଅନଙ୍ଗ ବିକ୍ରମ ବିଶ୍ବାଳ (ବିଜେପି) ଭୋଟ୍‌: ୧୬୧୧

ୱାର୍ଡ: ୨୬ ଭାରତୀ ସିଂ (ବିଜେଡି) ଭୋଟ୍‌: ୧୮୦୭, ମାଳତି ହେମ୍ବ୍ରମ (ବିଜେପି) ଭୋଟ୍‌: ୮୮୯

ୱାର୍ଡ: ୨୭ ଶୁଭ୍ରାଂଶୁ ପଟ୍ଟନାୟକ (ବିଜେଡି) ଭୋଟ୍‌: ୧୫୦୮, ସ୍ବପ୍ନେନ୍ଦୁ ମହାନ୍ତି (ବିଜେପି) ଭୋଟ୍‌: ୧୨୬୧

ୱାର୍ଡ: ୨୮ ଝରଣାରାଣୀ ପତି (ବିଜେଡି) ଭୋଟ୍‌: ୨୨୨୪, ପ୍ରିୟମ୍ବଦା ପୃଷ୍ଟି (ବିଜେପି) ଭୋଟ୍‌: ୧୧୩୨

ୱାର୍ଡ: ୨୯ ଅପରୂପ ନାରାୟଣ ରାଉତ (ବିଜେପି) ଭୋଟ୍‌: ୧୮୧୪, ଏ ରାଜୁ (ବିଜେଡି) ଭୋଟ୍‌: ୧୩୨୫

ୱାର୍ଡ: ୩୦ ରାଜକିଶୋର ଦାସ (ବିଜେଡି) ଭୋଟ୍‌: ୩୩୨୨, ଜିତେନ୍ଦ୍ର ନାଥ ରଥ (ବିଜେପି) ଭୋଟ୍‌: ୧୭୭୫

ୱାର୍ଡ: ୩୧ କୁମାରେନ୍ଦ୍ର ମହାପାତ୍ର (ବିଜେଡି) ଭୋଟ୍‌: ୧୯୮୬, ସୂର୍ଯ୍ୟକାନ୍ତ ଜେନା (କଂଗ୍ରେସ) ଭୋଟ୍‌: ୧୪୦୨

ୱାର୍ଡ: ୩୨ଶ୍ରୀଧର ଜେନା (ବିଜେଡି) ଭୋଟ୍‌: ୩୫୯୬, ପ୍ରଭାତ କୁମାର ମାର୍ଥ (ବିଜେପି) ଭୋଟ୍‌: ୩୧୪୪

ୱାର୍ଡ: ୩୩ ଧରିତ୍ରୀ ଜେନା (ବିଜେପି) ଭୋଟ୍‌: ୨୬୦୦, ସୁଲଗ୍ନା ଜେନା (ବିଜେଡି) ଭୋଟ୍‌: ୨୦୦୫

ୱାର୍ଡ: ୩୪ପୁଷ୍ପାଞ୍ଜଳି ସେଠି (ବିଜେଡି) ଭୋଟ୍‌: ୨୭୬୫, ଶୁଭଲକ୍ଷ୍ମୀ ନାୟକ (ସ୍ବାଧୀନ) ଭୋଟ୍‌: ୧୬୫୧

ୱାର୍ଡ: ୩୫ ରଞ୍ଜୁଲତା ରାୟ (ବିଜେଡି) ଭୋଟ୍‌: ୨୭୧୯, ଅଞ୍ଜନା ପାତ୍ର (ବିଜେପି) ଭୋଟ୍‌: ୧୫୯୦

ୱାର୍ଡ: ୩୬ ଅଲିଅଳି ମଲ୍ଲିକ (ବିଜେଡି) ଭୋଟ୍‌: ୧୩୦୮, ରଶ୍ମିତା ମଲ୍ଲିକ (ସ୍ବାଧୀନ) ଭୋଟ୍‌: ୧୦୧୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe