ଭୁବନେଶ୍ୱର: ଆଜି ଭୁବନେଶ୍ୱର ବାଣୀବିହାର ଷ୍ଟେସନ ନିକଟସ୍ଥ ରେଲ ଲାଇନ୍ ଉପରୁ ଜଣେ ଅଜଣା ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରାଯାଇଛି। ସମ୍ଭବତଃ, ସେ ରାତି ୪ଟାରୁ ୫ଟା ମଧ୍ୟର କୌଣସି ଟେନ୍ରେ କଟିଯାଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମୃତ ବ୍ୟକ୍ତିଙ୍କ ମୁଣ୍ଡଟି ସମ୍ପୂର୍ଣ୍ଣ କଟି ଯାଇଥିବାରୁ ତାଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ।
ଭୁବନେଶ୍ୱର: ଟ୍ରେନ୍ ଲାଇନ୍ରେ ଅଜଣା ବ୍ୟକ୍ତିଙ୍କ ମୃତଦେହ
Advertisment
Follow Us