ଡେଣ୍ଟିଷ୍ଟଙ୍କୁ ଠକିଲେ ଦଲାଲ: ଘରଭଡ଼ା ଦେବାକୁ କହି ଟଙ୍କା ନେଇ ଚମ୍ପଟ

Advertisment

ରାଜଧାନୀ ଭୁବନେଶ୍ବରର ଜଣେ ଡେଣ୍ଟିଷ୍ଟଙ୍କୁ ଦଲାଲ ଠକିଛନ୍ତି। ଘରଭଡ଼ା ଦେବାକୁ କହି ଟଙ୍କା ନେଇ ଚମ୍ପଟ ମାରିଛନ୍ତି। ଘରଭଡା ଦେଇ ନାହାନ୍ତି କି ନେଇଥିବା ଟଙ୍କା ମଧ୍ୟ ଫେରାଇ ନାହାନ୍ତି। ଇନ୍‌ଫୋସିଟି ଥାନାରେ ଏ ନେଇ ଡେଣ୍ଟିଷ୍ଟ ଅଭିଯୋଗ କରିଛନ୍ତି...

Updated On

ରାଜଧାନୀ ଭୁବନେଶ୍ବରର ଜଣେ ଡେଣ୍ଟିଷ୍ଟଙ୍କୁ ଦଲାଲ ଠକିଛନ୍ତି। ଘରଭଡ଼ା ଦେବାକୁ କହି ଟଙ୍କା ନେଇ ଚମ୍ପଟ ମାରିଛନ୍ତି। ଘରଭଡା ଦେଇ ନାହାନ୍ତି କି ନେଇଥିବା ଟଙ୍କା ମଧ୍ୟ ଫେରାଇ ନାହାନ୍ତି। ଇନ୍‌ଫୋସିଟି ଥାନାରେ ଏ ନେଇ ଡେଣ୍ଟିଷ୍ଟ ଅଭିଯୋଗ କରିଛନ୍ତି...

ଅଦ୍ୟତନ ହୋଇଛି
9ammnnzxa

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଜଣେ ଡେଣ୍ଟିଷ୍ଟଙ୍କୁ ଦଲାଲ ଠକିଛନ୍ତି। ଘରଭଡ଼ା ଦେବାକୁ କହି ଟଙ୍କା ନେଇ ଚମ୍ପଟ ମାରିଛନ୍ତି।  ଘରଭଡା ଦେଇ ନାହାନ୍ତି କି ନେଇଥିବା ଟଙ୍କା ମଧ୍ୟ ଫେରାଇ ନାହାନ୍ତି।  

ଇନ୍‌ଫୋସିଟି ଥାନାରେ ଏ ନେଇ  ଡେଣ୍ଟିଷ୍ଟ ଅଭିଯୋଗ କରିଛନ୍ତି।  ଡେଣ୍ଟିଷ୍ଟ ଜଣକ ହେଉଛନ୍ତି ଜ୍ୟୋତିପ୍ରକାଶ ସାହୁ। ତାଙ୍କ ଘର ଯାଜପୁର ଜିଲ୍ଲାରେ। ଦିଲ୍ଲୀରେ ପାଠ ପଢା ଶେଷ କରିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଇଣ୍ଟର୍ନସିପ ପାଇଁ ଆସିଥିଲେ।

ଘର ଭଡ଼ା ପାଇଁ ରାସ୍ତା କଡରେ ଲାଗିଥିବା ଏକ ଟୁଲେଟ ପୋଷ୍ଟରକୁ ଦେଖି ସେହି ନମ୍ବରରେ ଯୋଗାଯୋଗ  ଜ୍ୟୋତିପ୍ରକାଶ କରିଥିଲେ। ସେହି ନମ୍ବରରେ କଲ କରିବା ପରେ ଦଲାଲ ସହ ନନ୍ଦନବିହାର ଯାଇ ଦୁଇ ମାସର ଅଗ୍ରୀମ ଦେଇଥିଲେ। ସେ ଫୋନ ପେ’ରେ ଟଙ୍କା ଦେଇଥିବା ପ୍ରମାଣ ଦେଖାଇଛନ୍ତି।

ଅଧିକ ପଢ଼ନ୍ତୁ: ଓଏସଏସଟିଇଟି-୨୦୨୪: ଜାନୁଆରୀ ୧୭ରେ ପରୀକ୍ଷା

ଏହା ସହିତ ଘର ଦେଖାଇବା ପାଇଁ ପ୍ରୋସେସିଂ ଫି’ନେଇ ଫୋନ ପେ’ରେ ଟଙ୍କା ଦେଇଥିଲେ। ମାତ୍ରେ ପରେ ଘର ଭଡ଼ା ମିଳି ନ ଥିବା ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe