୭୦ ଗ୍ରାମ୍‌ ବ୍ରାଉନସୁଗାର ଜବତ

୪୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

sambadenglish.com

ଭୁବନେଶ୍ବର : ଭୁବନେଶ୍ବର-ପୁରୀ ବାଇପାସ୍‌ର କେଶୁରା ବଢ଼େଇବନ୍ଧ ଛକ ନିକଟରେ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ପୁରୀ ଗଡ଼ିଶାଗଦା ଥାନା ସୁନାଖଳା ଅଞ୍ଚଳର ଅନିରୁଦ୍ଧ ଜୟସିଂ ଓରଫ୍ ଅନୁକୁ ଗିରଫ କରିଛି। ତା’ ନିକଟରୁ ୭୦ଗ୍ରାମ ବ୍ରାଉନସୁଗାର ଓ ୧ ଲକ୍ଷ ୨୧ ହଜାର ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe