୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

Advertisment
୪୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

sambadenglish.com

ପୁରୁଣା ଭୁବନେଶ୍ୱର : ଏୟାର ଫିଲ୍‌ଡ ଥାନା ଅଞ୍ଚଳରୁ ୨୦୦ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୁଲିସ। ଏହାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଏୟାରଫିଲ୍‌ଡ ଥାନା ପୁଲିସ ସହାୟତାରେ ସ୍ପେସାଲ ସ୍କ୍ବାଡ୍‌ ଗିରଫ କରିଛି। ଗିରଫ ଯୁବକ ଜଣକ ସୁନ୍ଦରପଦା ଅଞ୍ଚଳର ବୋଲି ଜଣାପଡ଼ିଛି। ସମ୍ପୃକ୍ତ ବ୍ୟକ୍ତି ସୁନ୍ଦରପଦାରେ ବ୍ରାଉନସୁଗାର ବିକ୍ରି କରୁଥିବା ସୂଚନା ପାଇ ଏୟାରଫିଲ୍‌ଡ ପୁଲିସ ଓ ସ୍ପେସାଲ ସ୍କ୍ବାର୍ଡ ଚଢ଼ଉ କରି ତାକୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe