ବିଏମସି ନିର୍କବାଚନ: କଳିଙ୍ଗ ସେନା ମେୟର ପ୍ରାର୍ଥିନୀଙ୍କ ପ୍ରଚାର

ବିଏମସି ନିର୍କବାଚନ: କଳିଙ୍ଗ ସେନା ମେୟର ପ୍ରାର୍ଥିନୀଙ୍କ ପ୍ରଚାର

ଭୁବନେଶ୍ବର: କଳିଙ୍ଗ ସେନା ମେୟର ପ୍ରାର୍ଥିନୀ ସ୍ମିତା ମିଶ୍ର ଜୋରଦାର ପ୍ରଚାର ଚଳାଇଛନ୍ତି। ବିଭିନ୍ନ ଵାର୍ଡ ବୁଲି ସେ ପ୍ରଚାର କରିବା ସହ ତାଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। ଛତା ଚିହ୍ନରେ ଭୋଟ ଦେଇ ତାଙ୍କୁ ଜିତାଇବା ପାଇଁ ସେ ନିବେଦନ କରିଛନ୍ତି। ଭୁବନେଶ୍ବରକୁ ଦେଶର ଏକ ନମ୍ବର ସହର କରିବାକୁ ତାଙ୍କର ଲକ୍ଷ୍ୟ ରହିଛି।

ଜିତିଲେ ସେ ଭୁବନେଶ୍ବରକୁ ଏକ ନମ୍ବର ସହର ଭାବେ ଗଢ଼ି ତୋଳିବେ ବୋଲି କହିଛନ୍ତି। ଉଚ୍ଚ ଶିକ୍ଷିତା ସୁଶ୍ରୀ ମିଶ୍ର ଏମବିଏ ପାସ କରିବା ପରେ ଏବେ ଆଇନର ଛାତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe