କ୍ୟାପିଟାଲ୍ କ୍ଲାସ୍-୨୦୨୬ ଉଦ୍‌ଘାଟିତ

Advertisment

ବିନ୍ଧ୍ୟ ଭାରତୀ ଏଜୁକେସନାଲ ଟ୍ରଷ୍ଟ ଦ୍ବାରା ପରିଚାଳିତ କ୍ୟାପିଟାଲ୍‌ ଇଂଜିନିୟରିଂ କଲେଜର ୧୬ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ସମାରୋହ କ୍ୟାପିଟାଲ୍ କ୍ଲାସ୍-୨୦୨୬ ବୁଧବାର କଲେଜର କ୍ୟାମ୍ପସ୍‌ରେ ଉଦଘାଟିତ ହୋଇଛି।

ବିନ୍ଧ୍ୟ ଭାରତୀ ଏଜୁକେସନାଲ ଟ୍ରଷ୍ଟ ଦ୍ବାରା ପରିଚାଳିତ କ୍ୟାପିଟାଲ୍‌ ଇଂଜିନିୟରିଂ କଲେଜର ୧୬ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ସମାରୋହ କ୍ୟାପିଟାଲ୍ କ୍ଲାସ୍-୨୦୨୬ ବୁଧବାର କଲେଜର କ୍ୟାମ୍ପସ୍‌ରେ ଉଦଘାଟିତ ହୋଇଛି।

WhatsApp Image 2026-02-05 at 22.18.49

ଭୁବନେଶ୍ବର: ବିନ୍ଧ୍ୟ ଭାରତୀ ଏଜୁକେସନାଲ ଟ୍ରଷ୍ଟ ଦ୍ବାରା ପରିଚାଳିତ କ୍ୟାପିଟାଲ୍‌ ଇଂଜିନିୟରିଂ କଲେଜର ୧୬ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ସମାରୋହ କ୍ୟାପିଟାଲ୍ କ୍ଲାସ୍-୨୦୨୬ ବୁଧବାର କଲେଜର କ୍ୟାମ୍ପସ୍‌ରେ ଉଦଘାଟିତ ହୋଇଛି। ଏହି ସମାରୋହ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ପ୍ରାୟ ଚାଳିଶଟି ଇଭେଣ୍ଟ ଅନୁଷ୍ଠିତ ହେବ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ୧୯ ବର୍ଷରୁ କମ୍‌ କ୍ରିକେଟ ଦଳର ପ୍ରଶିକ୍ଷକ ମିଲନ କୁମାର ସାହୁ, କଲେଜର ଅଧ୍ୟକ୍ଷ ଡ. ଚିନ୍ମୟ କୁମାର ପଟ୍ଟନାୟକ, ଏମବିଏ ବିଭାଗର ମୁଖ୍ୟ ପ୍ରଫେସର ଅଚ୍ୟୁତାନନ୍ଦ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe