ସଙ୍ଗରୋଧରେ ଗଲେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର

Advertisment
୪ବର୍ଷ ପରେ ଓପିଏସ୍‌ସି ମାଧ୍ୟ‌ମରେ ହେବ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି, ଲିଖିତ ପରୀକ୍ଷା ଦେଇ ନିଯୁକ୍ତି ପାଇବେ ଡାକ୍ତର

amarujala.com

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ୨ଜଣ ଡାକ୍ତରଙ୍କୁ ସଙ୍ଗରୋଧରେ ପଠାଇ ଦିଆଯାଇଛି। କିଛିଦିନ ପୂର୍ବରୁ ବିଡିଏରେ ସୁରକ୍ଷା କର୍ମୀ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ସଙ୍ଗରୋଧରେ ଅଛନ୍ତି। ଏହାସହ ଅନ୍ୟ ଜଣେ ଡାକ୍ତରଙ୍କ କରୋନା ଲକ୍ଷଣ ଦେଖାଯାଇଥିବାରୁ ତାଙ୍କୁ ମଧ୍ୟ ସଙ୍ଗରୋଧ ରହିବା ଲାଗି କୁହାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe