ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ନୂଆଗାଁ ଗଙ୍ଗୁଆ ବ୍ରିଜ୍ ଉପରେ ରବିବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଏକ କାର(ଓଡି-୩୩ଏର୍-୯୭୪୦) ଜଳି ଯାଇଥିଲା। ଏଥିରେ କାହାର କିଛି କ୍ଷତି ହୋଇ ନଥିଲେ ହେଁ ଗାଡ଼ିର ମାଲିକ କାରଟି ହଠାତ୍ ଜଳି ଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ ଜଳିଯାଇଥିବା କାର୍ଟିକୁ ଉଦ୍ଧାର କରାଯାଇଛି। ତେବେ ପୋଡ଼ି ଯାଇଥିବା କାର୍ଟିକୁ ନେଇ ପୁଲିସ କି ମାମଲା କରିବ ଏବେ ଚନ୍ତାରେ ପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us