ମାଲାବାରରେ ‘ଚେନ୍ ଫେଷ୍ଟ୍‌’

Advertisment
ମାଲାବାରରେ ‘ଚେନ୍ ଫେଷ୍ଟ୍‌’

ଭୁବନେଶ୍ବର: ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ସହିଦନଗର ଷ୍ଟୋର୍‌ରେ ଗ୍ରାହକ ଓ ପରିଚାଳନା ଷ୍ଟାଫ୍‌ମାନଙ୍କ ଉପସ୍ଥିତିରେ ଚେନ୍ ଫେଷ୍ଟ୍ ଘୋଷଣା କରାଯାଇଛି। ଏହା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ୨୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଏହି ଅବସରରେ ଗ୍ରାହକମାନେ ସୁଲଭ ଗଢ଼ା ମୂଲ୍ୟରେ ସ୍ବତନ୍ତ୍ର ଗହଣା ସମ୍ଭାର ପାଇପାରିବେ। ମାଲାବାର ପକ୍ଷରୁ ଗ୍ରାହକମାନଙ୍କୁ ୧୦ ଫେୟାର ପ୍ରାଇସ୍ ପ୍ରତିଶ୍ରୁତି ପ୍ରଦାନ କରାଯାଉଛି ଯେଉଁଥିରେ ପ୍ରକୃତ ମାନୁଫାକ୍‌ଚରିଂ ମୂଲ୍ୟ, ଷ୍ଟୋନ୍‌ର ଓଜନ, ଗହଣାରେ ଷ୍ଟୋନ୍‌ର ଚାର୍ଜ, ଗହଣାର ଜୀବନ୍ୟାପୀ ମାଗଣା ରକ୍ଷଣାବେକ୍ଷଣ, ପୁରୁଣା ସୁନାର ୧୦୦% ମୂଲ୍ୟ, ଏକ୍ସଚେଞ୍ଜ୍‌ରେ ଶୂନ କାଟ ଭଳି ସୁବିଧା ସାମିଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe