୩୦ରୁ ଚନ୍ଦନ ଯାତ୍ରା: ପାଣିରୁ ବାହାରିଲା ଡଙ୍ଗା

Advertisment

ଆସନ୍ତା ୩୦ତାରିଖରେ ଅକ୍ଷୟ ତୃତୀୟ। ସେହି ଦିନରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ। ଏନେଇ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଆଜି ବିନ୍ଦୁସାଗର ପାଣିରେ ବୁଡ଼ି ରହିଥିବା ଦୁଇଟି ଡଙ୍ଗାକୁ ବାହାର କରାଯାଇଛି।

scscs

ପୁରୁଣା ଭୁବନେଶ୍ୱର: ଆସନ୍ତା ୩୦ତାରିଖରେ ଅକ୍ଷୟ ତୃତୀୟ। ସେହି ଦିନରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ। ଏନେଇ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଆଜି ବିନ୍ଦୁସାଗର ପାଣିରେ ବୁଡ଼ି ରହିଥିବା ଦୁଇଟି ଡଙ୍ଗାକୁ ବାହାର କରାଯାଇଛି। ଏବେ ମହାରଣା ସେବାୟତଙ୍କ ଦ୍ବାରା ଚାପ ଡଙ୍ଗା ପ୍ରସ୍ତୁତ କରାଯିବ।

ଅକ୍ଷୟ ତୃତୀୟା ଅର୍ଥାତ୍‌ ଚନ୍ଦନଯାତ୍ରାର ପ୍ରଥମ ଦିନରୁ ପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ କପିଳନାଥ ଚନ୍ଦନ ଯାତ୍ରା କରନ୍ତି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଏହି ଚନ୍ଦନଯାତ୍ରା ୨୨ଦିନ ଧରି ହେବ। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ପ୍ରସାଦ ମହାନ୍ତି କୁହନ୍ତି, ଖୁବଶୀଘ୍ର ସେବାୟତଙ୍କୁ ଡାକି ଆଲୋଚନା କରାଯିବ। ରୁକୁଣା ରଥଯାତ୍ରା ପରି ଚନ୍ଦନ ଯାତ୍ରା ମଧ୍ୟ ସୁରୁଖୁରୁରେ ସମ୍ପନ୍ନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe