ରେଳବାଇ କଲୋନି ଶ୍ରୀଜଗନ୍ନାଥ ମନ୍ଦିରରେ ସଫେଇ

Advertisment
ରେଳବାଇ କଲୋନି ଶ୍ରୀଜଗନ୍ନାଥ ମନ୍ଦିରରେ ସଫେଇ

ଭୁବନେଶ୍ବର: ପୂର୍ବତଟ ରେଳପଥ ସେବାନିବୃତ ଅମଲା କଲ୍ୟାଣ ସଂଘ ପକ୍ଷରୁ ମଞ୍ଚେଶ୍ୱର ରେଳବାଇ କଲୋନିସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଏହି ସଫେଇ କାର୍ଯ୍ୟକ୍ରମରେ ସଂଘ ସଭାପତି ଆଶୁତୋଷ ମହାପାତ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସାଙ୍ଗଠନିକ ସମ୍ପାଦକ ବାଙ୍କନିଧି ମହାରଣା, ଉପ ସାଙ୍ଗଠନିକ ସମ୍ପାଦକ ଜୟନ୍ତ କୁମାର ବାରିକ ତଥା ସଚିବ(ଅର୍ଥ) ଜିତେନ୍ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗନେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe