ଭୁବନେଶ୍ୱର : ମୌଳିକ ପର୍ବତାରୋହଣ ତାଲିମ୍ ନିମନ୍ତେ ଉତ୍ତୀର୍ଣ୍ଣ ହୋଇଥିବା ଯୁବ ପର୍ବତାରୋହୀ ତାରାକାନ୍ତ ପରିଡ଼ାଙ୍କୁ ଓ୍ଵାର୍ଡ ନଂ-୪୭ ବିଜୁ ଯୁବବାହିନୀ ପକ୍ଷରୁ ସ୍ଥାନୀୟ ୟୁନିଟ-୮ସ୍ଥିତ ଗୋପବନ୍ଧୁ ସ୍ମୃତି ସଂସଦରେ ସମ୍ବର୍ଦ୍ଧିତ କରାଯାଇଛି। ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜୁ ଯୁବ ବାହିନୀର ସଭାପତି ଜୀବନାନନ୍ଦ ପଣ୍ଡା, ଗୋପବନ୍ଧୁ ସ୍ମୃତି ସଂସଦର ସମ୍ପାଦକ ସତ୍ୟଜିତ ରାୟ, କାବୁଲି ମହାନ୍ତି, ବାପୁନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us