ପୁଣି ଫେରିବ ଶୀତଲହର,ଭୁବନେଶ୍ୱର-କଟକ ତାପମାତ୍ରା କମିବ

Advertisment

ଆଞ୍ଚଳିକ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଦୁଇ ଦିନ ପରେ ଶୀତଲହର ଓଡ଼ିଶାକୁ ଫେରିବ ବୋଲି ଆଶା କରାଯାଉଛି। ଶୀତ ଲହର,ଭୁବନେଶ୍ୱର-କଟକ ତାପମାତ୍ରା କମିବାର ସମ୍ଭାବନା ରହିଛି...

Updated On

ଆଞ୍ଚଳିକ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଦୁଇ ଦିନ ପରେ ଶୀତଲହର ଓଡ଼ିଶାକୁ ଫେରିବ ବୋଲି ଆଶା କରାଯାଉଛି। ଶୀତ ଲହର,ଭୁବନେଶ୍ୱର-କଟକ ତାପମାତ୍ରା କମିବାର ସମ୍ଭାବନା ରହିଛି...

ଅଦ୍ୟତନ ହୋଇଛି
Cold wave will return again, Bhubaneswar-Cuttack temperature will decrease

Cold wave will return again, Bhubaneswar-Cuttack temperature will decrease

ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଦୁଇ ଦିନ ପରେ ଶୀତଲହର ଓଡ଼ିଶାକୁ ଫେରିବ ବୋଲି ଆଶା କରାଯାଉଛି।

ଜାନୁଆରି ୧୭ରୁ ରାଜ୍ୟର ଉଭୟ ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ଏବଂ ଶୀତ ଲହର ବଢ଼ିବାର ସମ୍ଭାବନା ରହିଛି। 

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ଭିତରେ ସେବାୟତଙ୍କର ହୃଦଘାତରେ ମୃତ୍ୟୁ

ଜାନୁଆରୀ ୧୬ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୧୭ ରୁ ୧୮ ଡିଗ୍ରି ସେଲସିୟସ ରହିବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଏହା ପରଦିନ ତାପମାତ୍ରା ୧୩ ଡିଗ୍ରି ସେଲସିୟସକୁ ଖସିବାର ସମ୍ଭାବନା ରହିଛି। କଟକ ସହରର ତାପମାତ୍ରା ଏହି ସମୟ ମଧ୍ୟରେ ୧୪ ଡିଗ୍ରିରୁ ୧୨ ଡିଗ୍ରିକୁ ଖସିଯିବ ବୋଲି ପୂର୍ବାନୂମାନ କରାଯାଇଛି।

ଅଧିକ ପଢ଼ନ୍ତୁ:  ଦିଲ୍ଲୀ ନିର୍ବାଚନ : ଦୁଇଟି ଆସନରେ ପ୍ରାର୍ଥୀ ବଦଳାଇଲା ଆପ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe