୮୧୧ ଆକ୍ରାନ୍ତ, ୧୦୪୬ ସୁସ୍ଥ

Advertisment
ରେଡ୍ ‌ଜୋନ୍‌ ଜିଲ୍ଲାରେ ଉଚ୍ଚ ପଜିଟିଭ୍ ହାର; ୬୦୭୯ ପଜିଟିଭ୍, ୪୪ ମୃତ

EURACTIV.com

ଭୁବନେଶ୍ବର : ରବିବାର ୨୬୮୧ଜଣଙ୍କର କରୋନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୮୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୪୬ଜଣ ସୁସ୍ଥ ହୋଇଛନ୍ତି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ପାତ୍ରପଡ଼ାରେ ୩୫ଜଣ, ଚକେଇସିଆଣିରେ ୧୨, ଚନ୍ଦ୍ରଶେଖରପୁରରେ ୪୫, ଖଣ୍ଡଗିରିରେ ୪୪, ବଡଗଡ଼‌ରେ ୨୪, ବରମୁଣ୍ଡାରେ ୨୩, ଲକ୍ଷ୍ମୀସାଗରରେ ୧୭, ଡୁମଡୁମାରେ ୨୫, ଝାରପଡ଼ାରେ ୨୪, ପଟିଆରେ ୭୩, ଶୈଳଶ୍ରୀ ବିହାରରେ ୨୧, ନୂଆପଲ୍ଲୀରେ ୨୬, ପୁରୁଣା ଭୁବନେଶ୍ବରରେ ୩୭, ୟୁନିଟ-୪ରେ ୧୧, ୟୁନିଟ-୮ରେ ୧୭, ୟୁନିଟ-୬ରେ ୧୭, ନୀଳାଦ୍ରିବିହାରରେ ୧୩, ସୁନ୍ଦରପଦାରେ ୧୬, ସହିଦନଗରରେ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe