ବିମାନବନ୍ଦରରେ କୋଭିଡ୍‌ ପରୀକ୍ଷା: ୭୨ ଘଣ୍ଟା ପୂର୍ବର ରିପୋର୍ଟ ଥିଲେ ସାନି ପରୀକ୍ଷା ହେବନି

Advertisment
ଏପ୍ରିଲରୁ ଡିସେମ୍ବର ଭିତରେ ବିଦେଶଯାତ୍ରାରେ ଭାରତୀୟମାନେ ହଜାର କୋଟି ଡଲାର ଖର୍ଚ୍ଚ କରିଛନ୍ତି

The New Indian Express

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରେ ଯାତ୍ରୀଙ୍କ କୋଭିଡ୍‌ ଟେଷ୍ଟକୁ ନେଇ ବିଏମ୍‌ସି ଜାରି କରିଥିବା ଆଦେଶନାମାରେ ପରିବର୍ତ୍ତନ ହୋଇଛି। ଯେଉଁମାନଙ୍କ ୭୨ଘଣ୍ଟା ପୂର୍ବରୁ କରୋନା ପରୀକ୍ଷା ରିପୋର୍ଟ ଥିବ, ସେମାନଙ୍କର ଆଉ ଥରେ ପରୀକ୍ଷା କରାଯିବ ନାହିଁ। ଗତକାଲିର ବିଜ୍ଞପ୍ତି ଅନୁସାରେ କୌଣସି ଯାତ୍ରୀ ଦୁଇଡୋଜ୍‌ ଟିକା ନେଇଥିଲେ, ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଆଣିଥିଲେ ବି ଆର୍‌ଟିପିସିଆର୍‌ ଟେଷ୍ଟ କରିବା ବାଧ୍ୟତାମୂଳକ ରହିଥିଲା। ଏବେ ସମସ୍ତଙ୍କର କରାଯିବ ନାହିଁ। କେବଳ ଯେଉଁମାନଙ୍କର ପରୀକ୍ଷା ରିପୋର୍ଟ ନଥିବ, ସେମାନଙ୍କର ଆରଟିପିସିଆର ପରୀକ୍ଷା କରାଯିବ। ଲକ୍ଷଣ ଥିଲେ ତୁରନ୍ତ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ ଓ ବିଏମ୍‌ସି ସ୍ବସ୍ଥ୍ୟାବସ୍ଥା ଉପରେ ନଜର ରଖିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe