୬୯୮ ଅମାନିଆ ଗଣିଲେ ତଣ୍ଡ

Advertisment
୬୯୮ ଅମାନିଆ ଗଣିଲେ ତଣ୍ଡ

ଭୁବନେଶ୍ବର : ମହାମାରୀ କରୋନା ପାଇଁ ରାଜଧାନୀରେ କଡ଼ା କଟକଣା ଜାରି ହୋଇଥିଲେ ସୁଦ୍ଧା ଅମାନିଆ ସୁଧୁରିବାରେ ନାଁ ଧରୁ ନାହାନ୍ତି। ପ୍ରତିଦିନ ଛକ, ମାର୍କେଟ୍, ଦୋକାନ ଆଦି ପ୍ରମୁଖ ସ୍ଥାନରେ ଚଢ଼ଉ କରି ପୁଲିସ ଜରିମାନା ଆଦାୟ କରୁଛି। କିନ୍ତୁ କିଛି ଅମାନିଆ ମାସ୍କ ନପିନ୍ଧି ବାହାରେ ବୁଲିବା ସହ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି। ଆଜି କମିସନରେଟ୍ ପୁଲିସ ଭୁବନେଶ୍ବରରୁ ଏଭଳି ୬୯୮ ଅମାନିଆଙ୍କ ଠାରୁ ୭୬ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିଛି। ପ୍ରତିଦିନ ଏଭଳି ଜରିମାନା ଆଦାୟ ହେଉଥିଲେ ହେଁ ଅମାନିଆ ସୁଧୁରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe