ପ୍ରଦର୍ଶନୀ ପଡ଼ିଆରେ ରାଜସ୍ଥାନ କଟନଫ୍ୟାବ୍‌

Advertisment
ପ୍ରଦର୍ଶନୀ ପଡ଼ିଆରେ ରାଜସ୍ଥାନ କଟନଫ୍ୟାବ୍‌

‌ଭୁବନେଶ୍ବର: ଓଡ଼ିଶାର ପ୍ରଥମ ରେଶମ ସୂତା ବସ୍ତ୍ର ଓ ହସ୍ତଶିଳ୍ପ ପ୍ରଦର୍ଶନୀ ‘ରାଜସ୍ଥାନ କଟନଫ୍ୟାବ୍‌-୨୦୧୯’ ପ୍ରଦର୍ଶନୀ ପଡ଼ିଆରେ ଗତ ୧୦ ତାରିଖରୁ ଆରମ୍ଭ ହୋଇଛି। ଏଥିରେ ଭାରତର ୧୦ଟି ରାଜ୍ୟର ୮୦ଜଣ ହସ୍ତଶିଳ୍ପୀ ଯୋଗ ଦେଇଛନ୍ତି। ଏଥିମଧ୍ୟରେ ‌ଲକ୍ଷ୍ନୌର ଚିମନୱାକ୍ ଡ୍ରେସ୍‌ ମାଟେରିଆଲ୍‌, ଶାଢ଼ି, କୁର୍ତା, ପାଇଜାମା,ଟପ୍‌ସ, ରାଜସ୍ଥାନୀ ବ୍ଲକ ପ୍ରିଣ୍ଟେଡ୍‌, କୋଟା ଦରି ଡ୍ରେସ୍‌ ମାଟେରିଆଲ୍‌, ଲେଡିଜ୍‌ କୁର୍ତା, ଲେହେଙ୍ଗା-‌ଛାଲି, ମଲ୍‌ମଲ୍‌, ବିଭିନ୍ନ ଅଳଙ୍କାର ଆଦି ଉପଲବ୍ଧ ହେଉଛି। ଏହା ଆସନ୍ତା ଜୁଲାଇ ୪ ତାରିଖ ଯାଏଁ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe