ମହାନଗର ନନ୍ଦନକାନନର ପୂର୍ବତନ ଥାନା ଅଧିକାରୀ ନିଲମ୍ବିତ Advertisment May 28, 2020, 10:04 PM IST 28 May 2020 22:04 IST Sambad Digital Follow Us ଭୁବନେଶ୍ୱର: ନନ୍ଦନକାନନର ପୂର୍ବତନ ଥାନା ଅଧିକାରୀ ପରମାନନ୍ଦ ନାୟକ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ନିଲମ୍ବନ କରିଛନ୍ତି । ପୂର୍ବତନ ଥାନା ଅଧିକାରୀଙ୍କ ବିରୋଧରେ ମହିଳା ଏସଆଇଙ୍କୁ ଅସଦାଚରଣ ଅଭିଯୋଗ ଥିଲା । ଅଭିଯୋଗ ପରେ ପରମାନନ୍ଦଙ୍କୁ ଅପସାରଣ କରାଯାଇଥିଲା ।