ଅନାଥାଶ୍ରମରେ ଦୀପାବଳି

ଅନାଥାଶ୍ରମରେ ଦୀପାବଳି

ଭୁବନେଶ୍ୱର : ଡୁମଡୁମା ସରକନ୍ତରାସ୍ଥିତ ପ୍ରତିଭା ଅନାଥାଶ୍ରମର ଅନ୍ତେବାସୀମାନେ ଏକ ନିଆରା ଢଙ୍ଗରେ ଆଲୋକର ଉତ୍ସବ ଦୀପାବଳି ପାଳନ କରିଛନ୍ତି। ଅରୋମିରା ପ୍ରି-ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନେ ଅନ୍ତେବାସୀମାନଙ୍କୁ ଲଡ଼ୁ, କମଳା ଖାଇବାକୁ ଦେବା ସହ ହସି ଖେଳି ଏହି ଉତ୍ସବକୁ ପାଳନ କରିଥିଲେ। ଘିଅ ଦୀପ ଜାଳି ପରସ୍ପରକୁ ଦୀପାବଳିର ଶୁଭକାମନା ଜଣାଇଥିଲେ। ବାଣ ନ ଫୁଟାଇ କେବଳ ଦୀପ ଜାଳି ଉତ୍ସବକୁ ପାଳନ କରିବା ପାଇଁ ସେମାନେ ଶପଥ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe