ଏକାମ୍ର ପ୍ରକଳ୍ପ ପାଇଁ ଆଡଭାଇଜରି କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର

Advertisment

ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କର୍ପୋରେଟ୍ ଲିଡରଙ୍କୁ ମନୋନୀତ କଲେ ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କର୍ପୋରେଟ୍ ଲିଡରଙ୍କୁ ମନୋନୀତ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀଲିଙ୍ଗରାଜ ମନ୍ଦିରରୁ ଖୋଲା ହେଲା ୧୦୮ହାତିଆ ପତାକା

ଭୁବନେଶ୍ବର: ଏକାମ୍ର ପ୍ରକଳ୍ପ ପାଇଁ ଆଡଭାଇଜରି କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କର୍ପୋରେଟ ଲିଡର ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କ ମନୋନୀତ କରିଛନ୍ତି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ପରାମର୍ଶରେ ଏହି ପ୍ରକଳ୍ପ କାମ ଆଗକୁ ଯିବ ।publive-image

ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖ ଅଂଚଳର ବିକାଶ ଓ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଡଭାଇଜରି କମିଟିରେ ସନ୍ତୃପ୍ତଙ୍କ ସହ ୧୯ ଜଣ ସଦସ୍ୟ ରହିବେ । ବର୍ତମାନ ସେ ଆଦିତ୍ୟ ବିର୍ଲା ଗ୍ରୁପ୍ର ମାନବ ସମ୍ବଳ ନିର୍ଦ୍ଦେଶକ ଓ କାର୍ବନ ବ୍ଲାକ୍ ଆଣ୍ଡ କେମିକାଲ୍ ବିଜିନେସ୍ର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe