ଭୁବନେଶ୍ୱର: ଦ୍ରୁତ ଗତିରେ ଆସି ରାସ୍ତାରେ ଶୋଇଥିବା ଗାଈଙ୍କ ଜୀବନ ନେଇଛି ଜଣେ ଗାଡ଼ି ଚାଳକ। ଏୟାରଫିଲଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ।
ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ରାସ୍ତାରେ ଗାଈମାନେ ଶୋଇଥିବା ଵେଳେ ମଦ ପିଇ ଦ୍ରୁତ ଗତିରେ ଗାଡ଼ି ମଡ଼ାଇଥିଲା ଚାଳକ। ଗୋଟେ ପରେ ଗୋଟେ ଗାଇଙ୍କ ଉପରେ ଚଢ଼ାଇ ଦେଇଥିଲା।
ଚାରି ଗାଈଙ୍କ ଜୀବନ ନେଲା ଗାଡ଼ିଚାଳକ
Advertisment
Follow Us