ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ ପାଲଟିଛି କମ୍ୟୁନିଟି ସେଣ୍ଟର

Advertisment
ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ ପାଲଟିଛି କମ୍ୟୁନିଟି ସେଣ୍ଟର

ଭୁବନେଶ୍ବର: ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ ଏବେ ଯେମିତି କମ୍ୟୁନିଟି ସେଣ୍ଟରରେ ପରିବର୍ତିତ ହୋଇଛି। ବାତ୍ୟା ପରେ ଏଠାରେ ଶୀତଳ ପବନ ଓ ମୋବାଇଲ୍‌ ଚାର୍ଜ କରିବାର ସୁବିଧା ଉପଲବ୍ଧ କରାଯାଇଛି। ଏହି ସୁବିଧା ପାଇଁ ଏଠାରେ ପ୍ରତିଦିନ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଛି। ଗରମରୁ ତ୍ରାହି ସହ ମୋବାଇଲ୍‌ ଚାର୍ଜ ସୁଯୋଗ ମିଳିଯାଉଥିବା ବେଳେ ଶୌଚ ଓ ପାନୀୟ ସୁବିଧା ମିଳିଯାଉଥିବାରୁ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୀମିତ କର୍ମଚାରୀଙ୍କ ଜରିଆରେ କମ୍ୟୁନିଟିକୁ ସେବା ଯୋଗାଇବା ପାଇଁ ବାତ୍ୟା ପରଦିନ ବ୍ୟବସ୍ଥା ହୋଇଥିଲା। ଏଥିସହ ଏହା ମଧ୍ୟରେ ଥିବା ଫୁଡ୍‌କୋର୍ଟ ମଧ୍ୟ ସେଠାରେ ସମାଗମ ହେଉଥିବା ଲୋକଙ୍କ ଖାଦ୍ୟ ଚାହିଦାକୁ ମେଣ୍ଟାଇବାରେ ସହଯୋଗ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe