ଟ୍ରେନ୍‌ରୁ ବାହାରିଲା ଧୂଆଁ, ଯାତ୍ରୀ ଛାନିଆ

Advertisment
ଟ୍ରେନ୍‌ରୁ ବାହାରିଲା ଧୂଆଁ, ଯାତ୍ରୀ ଛାନିଆ

India Rail Info

ଭୁବନେଶ୍ୱର : ଆଜି ଭୁବନେଶ୍ବର ଷ୍ଟେସନରେ ପହଞ୍ଚିବା ପରେ ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ରେ ଇଞ୍ଜିନ୍‌ରୁ ହଠାତ୍‌ ଧୂଆଁ ବାହାରିବାରୁ ଯାତ୍ରୀ ଛାନିଆ ହୋଇଛନ୍ତି। ଏହା ଦେଖି କେତେକ ଯାତ୍ରୀ ଭୟରେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ପରେ ସେଠାରେ କାର୍ଯ୍ୟରତ ଆରପିଏଫ୍‌ ଓ ରେଳବାଇ କର୍ମଚାରୀ ଧୂଆଁକୁ ନିୟନ୍ତ୍ରଣ କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। କିଛି ସମୟ ପରେ ଟ୍ରେନ୍‌ ଛାଡ଼ିଥିଲା। ଏହି ଅଘଟଣ ଯୋଗୁଁ ଟ୍ରେନ୍‌ଟି ୧୦ ମିନିଟ୍‌ ବିଳମ୍ବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe