ବନ୍ୟା ପ୍ରଭାବିତଙ୍କୁ ପିଏନ୍‌ବି ପକ୍ଷରୁ ଖାଦ୍ୟ ବଣ୍ଟନ

Advertisment
ବନ୍ୟା ପ୍ରଭାବିତଙ୍କୁ ପିଏନ୍‌ବି ପକ୍ଷରୁ ଖାଦ୍ୟ ବଣ୍ଟନ

ଭୁବ‌‌େନେଶ୍ବର: ଭୁବନେଶ୍ବର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ନିମାପଡ଼ା ଓ ଗୋପରେ ବନ୍ୟ‌ା ପ୍ରଭାବିତ ଲୋକଙ୍କୁ ହଜାରେ ପ୍ୟାକେଟ୍‌ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ଅବସରରେ ପିଏନ୍‌ବିର ଭୁବନେଶ୍ବର ଅଞ୍ଚଳ ପ୍ରବନ୍ଧକ ଏ. ଉଦୟ ଭାସ୍କର ରେଡ୍ଡୀ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ନିମାପଡ଼ାରେ ରିଲିଫ୍ ଭ୍ୟାନ୍‌ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଉପ ଅଞ୍ଚଳ ପ୍ରବନ୍ଧକ ଜନ୍ମେଜୟ ଦୀକ୍ଷିତ, ଭୁବନେଶ୍ବର ମଣ୍ଡଳ ମୁଖ୍ୟ ଚିତ୍ତରଞ୍ଜନ ପୃଷ୍ଟି, ମାର୍କେଟିଂ ମୁଖ୍ୟ ପ୍ରତାପ କୁମାର ବୈରୀଗଞ୍ଜନ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe