ପିପୁଲ୍ସ ଫୋରମ୍‌ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସର ପ୍ରତିଷ୍ଠା ଦିବସ

ପିପୁଲ୍ସ ଫୋରମ୍‌ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ସାମାଜିକ ଅନୁଷ୍ଠାନ ପିପୁଲ୍ସ ଫୋରମ୍‌ ଓ ଏମ୍‌ଏଫ୍‌ଆଇ ଅନ୍ନପୂର୍ଣ୍ଣା ଫାଇନାନ୍ସ ପକ୍ଷରୁ ରେଳକୁଞ୍ଜ ସମ୍ମିଳନୀ କକ୍ଷରେ ୩୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ୨ଦିନ ଧରି ଚାଲିଥିବା ଏହି ଉତ୍ସବରେ ୨୨ଟିରାଜ୍ୟର ପାଖାପାଖି ୧୨୦୦ ପ୍ରତିନିଧି ଯୋଗ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟର ୫୦୦ରୁ ଅଧିକ ଶିକ୍ଷିତ ଯୁବତୀଙ୍କୁ ସଂସ୍ଥା ପକ୍ଷରୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଆଗାମୀ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଂସ୍ଥାର କର୍ମକର୍ତ୍ତମାନେ ଆଲୋକପାତ କରିଥିଲେ।

ଏଥିସହ କାର୍ଯ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ଗୋବିନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ସିଏଫ୍‌ଓ ସତ୍ୟଜିତ୍‌ ଦାଶ, ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ, ସିଓଓ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe