ମହିଳା ଦିବସରେ ମହିଳାଙ୍କୁ ‘ମୋ ବସ୍‌’ରେ ମାଗଣା ସେବା

Advertisment
ମହିଳା ଦିବସରେ ମହିଳାଙ୍କୁ ‘ମୋ ବସ୍‌’ରେ ମାଗଣା ସେବା

zeenews

ଭୁବନେଶ୍ବର : ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ‘ମୋ ବସ୍‌’ରେ ମହିଳାଙ୍କୁ ମାଗଣା ସେବା ଯୋଗାଇ ଦିଆଯିବ। ଏହି ଦିନ ମହିଳାମାନେ ‘ମୋ ବସ୍‌’ରେ ଯାତ୍ରା କଲେ ସେମାନଙ୍କୁ କୌଣସି ଦେୟ (ଭଡ଼ା) ଦେବାକୁ ପଡ଼ିବ ନାହିଁ। ମାଗଣାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ବୋଲି ଆଜି କ୍ୟାପିଟାଲ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଘୋଷଣା କରାଯାଇଛି। କ୍ରୁଟ୍‌ର ଜେନେ‌ରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି ‌ଯେ ଆମେ ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଉଛୁ। ଏବେ ‘ମୋ ବସ୍‌’ରେ ୩୦ ପ୍ରତିଶତରୁ ଅଧିକ ମହିଳା ଗାଇଡ୍‌ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe