‘ସମ୍ବାଦ’ ଭବନରେ ମାଗଣା ଦନ୍ତ ଚିକିତ୍ସା ଶିବିର

‘ସମ୍ବାଦ’ ଭବନରେ ମାଗଣା ଦନ୍ତ ଚିକିତ୍ସା ଶିବିର

ଭୁବନେଶ୍ବର: ‘ସମ୍ବାଦ’ ଓ ମିଶ୍ର ଲେଜର୍‌ ଦନ୍ତ ଚିକିତ୍ସାଳୟ ମିଳିତ ସହଯୋଗରେ ଏକ ମାଗଣା ଦନ୍ତ ଚିକିତ୍ସା ଶିବିର ସମ୍ବାଦ ଭବନରେ ଅନୁଷ୍ଠିତ ହୋଇଯାଇଛି।

ଶିବିରରେ ଡ. ଆର୍‌.କେ ମିଶ୍ର, ଡ. ବିଶ୍ବଜିତ୍‌ ରାଉତ, ରଶ୍ମିତା ବେହେରା ଏବଂ ରାମ ସୋରେନ୍‌ ଯୋଗଦେଇ ଶତାଧିକ କର୍ମଚାରୀଙ୍କ ଦନ୍ତ ଚିକିତ୍ସା କରିଥିଲେ। କାର୍ଯ୍ୟକମ୍ରରେ ସମ୍ବାଦର କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe