ହଷ୍ଟେଲରେ ଯୁବତୀଙ୍କ ଆତ୍ମହତ୍ୟା

Advertisment
ହଷ୍ଟେଲରେ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ସହିଦନଗର ଥାନା ଅନ୍ତର୍ଗତ ଖଣ୍ଡୁଆଳି ମନ୍ଦିର ନିକଟରେ ଥିବା ଏକ ହଷ୍ଟେଲ ପରିସରରେ ଦୀପ୍ତିମୟୀ ଦାସ ନାମକ ଜଣେ ଯୁବତୀ ବେକରେ ରସି ଦେଇ ଆତ୍ମହତ୍ୟା କରିଛନ୍ତି। ଦୀପ୍ତିମୟୀ ଦୀର୍ଘ ଦିନ ହେଲା ଏହି ହଷ୍ଟେଲରେ ରହି ଆସୁଥିଲେ। ଗତକାଲି କୌଣସି କାରଣରୁ ଚାପଗ୍ରସ୍ତ ହୋଇ ସେ ଏପରି କରିଥିବା କୁହାଯାଉଛି। ଆଜି ସକାଳୁ ବହୁତ ସମୟ ଧରି ଦୀପ୍ତିମୟୀ କବାଟ ନଖୋଲିବାରୁ ସନ୍ଦେହ ହୋଇଥିଲା। ଏନେଇ ହଷ୍ଟେଲ ମାଲିକ ସହିଦନଗର ଥାନାକୁ ଜଣାଇଥିଲେ। ପୁଲିସ କବାଟ ତାଡ଼ି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe