ମହିଳାଙ୍କ ସୁନାଚେନ୍ ଝାମ୍ପିନେଲେ

Advertisment
ଡାକ୍ତରାଣୀଙ୍କ ବେକରୁ ସୁନାଚେନ୍‌ ଲୁଟ୍‌

NewsWire

ଭୁବନେଶ୍ବର : ମଙ୍ଗଳବାର ସକାଳ ପ୍ରାୟ ୮ଟା ବେଳେ ଯାଁଳା ଫାଣ୍ଡି ଅନ୍ତର୍ଗତ କେକେ ପେଟ୍ରୋଲ ପମ୍ପ ନିକଟରୁ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଖୋର୍ଦ୍ଧା ବାସେଳି ସାହିର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ।

ମଙ୍ଗଳବାର ସକାଳେ ପ୍ରିୟଙ୍କା ତାଙ୍କ ସ୍କୁଟି ଯୋଗେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିଲେ। ବାଇକ୍‌ରେ ଥିବା ଦୁଇ ଜଣ ଦୁର୍ବୃତ୍ତ ପ୍ରିୟଙ୍କାଙ୍କୁ ଯାଁଳା ପେଟ୍ରୋଲ ପମ୍ପ ନିକଟରେ ଅଟକାଇବା ସହ ଅତର୍କିତ ଭାବେ ତାଙ୍କ ସୁନାଚେନ ଝାମ୍ପି ନେଇଥିଲେ। ଏନେଇ ପ୍ରିୟଙ୍କା ଇନ୍‌ଫୋଭ୍ୟାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe