ନଭେମ୍ବର ୪ ଓ ୫ରେ ଗୁଡ୍‌ବାଏ ଡାଇବେଟିସ୍‌

Advertisment
ଭାରତରେ ୭୭ ନିୟୁତ ପ୍ରିଡାଇବେଟିକ୍ ଅଛନ୍ତି, ଯୁବରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ ହାଉସିଂ ବୋର୍ଡ କଲୋନି ପକ୍ଷରୁ ଆସନ୍ତା ନଭେମ୍ବର ୪ ଓ ୫ ତାରିଖ ଦୁଇଦିନ ଧରି ସାମନ୍ତରାପୁର ଚେକ୍‌ ଗେଟ୍‌ ରୟାଲ ରିସୋର୍ଟରେ ଗୁଡ୍‌ବାଏ ଡାଇବେଟିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସଂସ୍ଥାର ରାଜସ୍ଥାନ ମାଉଣ୍ଟଆବୁସ୍ଥିତ ଚିକିତ୍ସାଳୟର ଡାଇବେଟିସ ବିଶେଷଜ୍ଞ ଶ୍ରୀମନ୍ତ କୁମାର ମୁଖ୍ୟବକ୍ତା ଭାବେ ଯୋଗ ଦେବେ। ଡାଇବେଟିସର କାରଣ, ନିରାକରଣ ଓ ନିୟନ୍ତ୍ରଣ ସମ୍ପର୍କରେ ସେ ମାର୍ଗଦର୍ଶନ କରାଇବେ। ଏଥିରେ ଭାଗ ନେବାକୁ ଚାହୁଁଥିବା ବ୍ୟକ୍ତି ବ୍ରହ୍ମାକୁମାରୀ ଆଶ୍ରମରେ ନିଜ ନାମ ପଞ୍ଜୀକରଣ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe